ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନ୍ଦ୍ରାବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନ୍ଦ୍ରାବତୀ   ବିଶେଷ୍ୟ

ଅର୍ଥ : କାନରେ ପିନ୍ଧୁଥିବା ଏକ ପ୍ରକାରର ଚନ୍ଦ୍ରାକାର ଗହଣା

ଉଦାହରଣ : ଗୀତା ଚନ୍ଦ୍ରାବତୀ ପିନ୍ଧିଛି


ଅନ୍ୟ ଭାଷାରେ ଅନୁବାଦ :

कान में पहनने का एक प्रकार का चन्द्राकार बाला।

गीता चाँदवाला पहने हुई है।
चाँदबाला, चाँदवाला

Jewelry to ornament the ear. Usually clipped to the earlobe or fastened through a hole in the lobe.

earring

ଅର୍ଥ : ଏକ ରାଗିଣୀ

ଉଦାହରଣ : ଶ୍ରୋତାମାନଙ୍କ ଆଗ୍ରହରେ ସଙ୍ଗୀତଜ୍ଞ ଚନ୍ଦ୍ରାବତୀ ଶୁଣାଇଲେ


ଅନ୍ୟ ଭାଷାରେ ଅନୁବାଦ :

एक रागिनी।

श्रोताओं के आग्रह पर संगीतज्ञ ने चंदावती सुनाई।
चंदावती

Any of various fixed orders of the various diatonic notes within an octave.

mode, musical mode